Twitter Facebook ଯା' ଦେବୀ ସର୍ବ ଭୂତେଷୁ ମାତୃ ରୂପେଣ ସଂସ୍ଥିତା, ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ !! ଶାରଦୀୟ ଦୁର୍ଗାପୂଜା ଅବସରରେ ସମସ୍ତ ଉତ୍କଳ ବାସୀଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭ କାମନା। ଜଗତ ଜନନୀ ମା ଦୁର୍ଗାଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ଉଲ୍ଲାସରେ ଭରିଯାଉ। #HappyDurgaPuja #usa #Odisha #utkal October 23, 2023 Association News , Photo Gallery , Video Gallery
Twitter Facebook ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସମସ୍ତ ଚାଷୀକୁଳକୁ ଅଭିନନ୍ଦନ ଜଣାଉଛୁ ଏବଂ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ ଆସନ୍ତା କୃଷିବର୍ଷ ଆମ ଚାଷୀଭାଇଙ୍କ ପାଇଁ ମଙ୍ଗଳମୟ ହେଉ। #AkshayaTritiya #utkal #usa April 23, 2023 Association News , Photo Gallery
Twitter Facebook ପବିତ୍ର ସାଧାରଣତନ୍ତ୍ର ଦିବସ ଓ ବସନ୍ତ ପଞ୍ଚମୀ ମା ସରସ୍ବତୀଙ୍କ ପୂଜା ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। 🇮🇳🙏 ବିଦ୍ୟାଦାୟିନୀ ମା' ସରସ୍ବତୀଙ୍କ କୃପାରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ବଜାୟ ରହୁ। #HappyRepublicDayIndia #HappyVasantPanchami #SaraswatiPuja #26january #usaodisha January 26, 2023 Association News , Photo Gallery
Twitter Facebook ରାଷ୍ଟ୍ରୀୟ ଯୁବା ଦିବସ ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ନିକଟସ୍ଥ ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଏବଂ ଆଲୋଚନା ଚକ୍ର... January 12, 2023 Association News , Photo Gallery
Twitter Facebook #ଉତ୍କଳ_ଛାତ୍ର_ଉତ୍କଳ_ଶକ୍ତି ଚଳିତ କାର୍ଯ୍ୟାବର୍ଷ 2022-23 ନିମନ୍ତେ ଯାଜପୁର ଜିଲ୍ଲାର ନୂତନ ସଭାପତି ସୋମ୍ୟ ରଞ୍ଜନ ଖଣ୍ଡାଇ ଏବଂ କାର୍ଯ୍ୟକାରୀ ସଭାପତି ସତ୍ୟବ୍ରତ ନାୟକ ଙ୍କୁ ଅନେକ ଅନେକ ଅଭିନନ୍ଦନ 💐। #usaodisha #postdeclaration #Jajpur #President #WorkingPresident January 01, 2023 Association News , Photo Gallery
Twitter Facebook ଇଂରାଜୀ ନବବର୍ଷର ଉପଲକ୍ଷେ ଉତ୍କଳ ଛାତ୍ର ସଂଘ ପରିବାର ତରଫରୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ, ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ଅପାର କରୁଣାରୁ ଆପଣ ସମସ୍ତଙ୍କ ପାଇଁ ଏହି ନୂତନବର୍ଷ ଟି ସୁଖ, ଶାନ୍ତି ଓ ସମୃଦ୍ଧିର ବର୍ଷ ହେଉ। #happynewyear2023 #usaodisha #Odisha January 01, 2023 Association News , Photo Gallery